ଶାସକ ବିଜଦର ଆଖି ଯୁବଗୋଷ୍ଠି ଓ ନୂଆ ଭୋଟରଙ୍କ ଉପରେ ରହିଛି

Ruling BJD sets eyes on youth, New Age voters

 Published : ଓଡ଼ିଶା ସନ୍ ଟାଇମ୍ସ

/  

09-Mar-2019  

ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ  ଯୁବଗୋଷ୍ଠୀ ଓ ନୂଆ ଭୋଟରଙ୍କ ଉପରେ ରହିଛି। ରାଜ୍ୟ ସରକାର “ବିଜୁ ଯୁବ ବାହିନୀ” ନାମକ ଏକ ସ୍ବୋଚ୍ଛା ସେବୀ ବାହିନୀ ଗଠନ କରିଛନ୍ତି। ପ୍ରତିବର୍ଷ ସ୍ବେଚ୍ଛା ସେବୀ ବାହିନୀ ଯୁନିଟ ପ୍ରତି ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାର ଲକ୍ଷ ରଖାଯାଇଛି।

Other News