ନବୀନ ପଟ୍ଟନାୟକଙ୍କ ଦୃଢୋକ୍ତି, ବିଜେଡି ୨୦୧୯ରେ ସହଜରେ ସଖ୍ୟାଗରିଷ୍ଠତା ହାସଲ କରିବ

BJD will get comfortable majority in 2019: Naveen Patnaik

 Published : ଟାଇମ୍ସ ଅଫ ଇଣ୍ଡିଆ

/  

29-Oct-2017  

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୃଢୋକ୍ତି ପ୍ରକଶ କରି କହିଛନ୍ତି, ବିଜୁ ଜନତା ଦଳ କୌଣସି ମେଣ୍ଟ ନକରି ୨୦୧୯ ନିର୍ବାଚନରେ କ୍ଷମତାକୁ ଫେରି ଲଗାତରଭାବେ ପଞ୍ଚମଥର ପାଇଁ ସରକାର ଗଠନ କରିବ।

Other News