ସତର୍କ ସୂଚନା ପ୍ରଦାନ କରିବା କ୍ଷେତ୍ରରେ ଓଡିଶା ହେବ ଦେଶର ପ୍ରଥମ ରାଜ୍ୟ

Odisha to have first early warning dissemination system

 Published : ଓଡିଶା ସନ୍ ଟାଇମ୍ସ

/  

19-Jun-2017  

ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସତର୍କ ସୂଚନା ପ୍ରଦାନକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ରାଜ୍ୟର ୬ ଟି ଉପକୂଳ ଜିଲ୍ଲାର ଜନସାଧାରଣଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ସାଇରନ୍ ଆଲର୍ଟ ଟାୱାର ମାଧ୍ୟମରେ ଆଗୁଆ ସତର୍କ ସୂଚନା ଦେବାପାଇଁ ବ୍ୟବସ୍ଥା କରାଯାଉଛି ଯାହା ଫଳରେକି ବାତ୍ୟା ଓ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କର ଧନ ଜୀବନ ରକ୍ଷାକରା ଯାଇପାରିବ ।

Other News