Published : ଓଡ଼ିଶା ସନ୍ ଟାଇମ୍ସ
/17-Apr-2019
ମୁଖ୍ୟମନ୍ତ୍ରୀ ତଥା ସଭପତି ଶ୍ରୀନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ରାଉରକେଲା ଯାଇଥିବାବେଳେ ନିର୍ବାଚନ କମିଶନ ଅଧିକାରୀଙ୍କ ଦ୍ବାରା ତାଙ୍କ ହେଲିକେପ୍ଟର ଯାଞ୍ଚ କରାଯାଇଥିଲା। ସଭାପତି ଯାଞ୍ଚ କାର୍ଯ୍ୟରେ ଅଧିକାରୀ ମାନଙ୍କୁ ସହଯୋଗ କରିଛନ୍ତି। ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯାଞ୍ଚ କରାଯିବା ଏବଂ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଭି ଆଇପି ମାନଙ୍କ ପାଇଁ ଉତ୍ତମ ବାର୍ତ୍ତା ଦେବ।