Published : ଦି ହିନ୍ଦୁ
/09-Apr-2019
ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଚଳନ କରାଯାଇଥିବା ‘କାଳିଆ’ ଯୋଜନାର କୃଷକ ମାନଙ୍କ ପାଇଁ ସହାୟତା ରାଶି ବଣ୍ଟନକୁ ବନ୍ଦ କରିବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ଦେଇଥିବା ନିର୍ଦ୍ଦେଶ ଉପରେ ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏହିଭଳି ନିଷ୍ପତ୍ତି ବିରୋଧରେ ସିଇଓ ଅଫିସକୁ ଯାଇ ଅଭିଯୋଗ ପ୍ରଦାନ କରିଛନ୍ତି। ସଭାପତିଙ୍କ ସହିତ ଦଳର ବରିଷ୍ଠ ନେତାମାନେ ମଧ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ସାକ୍ଷାତ କରିଥିଲେ ଦଳର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।