ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ପ୍ରସାସନକୁ ନିର୍ଦ୍ଦେଶ, ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରୀତ ସମୟରେ ସାର

CM sets deadline for Keonjhar medical college

 Published : ଟାଇମ୍ସ ଅଫ ଇଣ୍ଡିଆ

/  

25-May-2017  

ଆସନ୍ତା ଦୁଇ ବର୍ଷ ମଧ୍ୟରେ ପ୍ରସ୍ତାବିତ କେନ୍ଦୁଝର ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ପ୍ରସାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସେଠାରେ ୧୦୦ ଟି ଏମ ବି ବି ଏସ୍ ସିଟ୍ ବିଶିଷ୍ଠ ଏକ ମେଡିକାଲ କଲେଜ ଖୋଲିବା ପାଇଁ  ୪୦ ଏକର ପରିମିତ ଜମି ଉପରେ ଗତ ବର୍ଷ ନଭେମ୍ବର ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Other News