Published : ଟାଇମ୍ସ ଅଫ ଇଣ୍ଡିଆ
21-Dec-2017
ଓଡିଶା ଓ ଛତିଶଗଡ ରାଜ୍ୟ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରାଇବ୍ୟୁନାଲ ଗଠନ କରିବାକୁ ଦାବୀକରି ବିଜୁ ଜନତା ଦଳର ସାଂସଦ ମାନେ ସଂସଦ ଭିତରେ ଓ ବାହାରେ ପ୍ରତିବାଦକୁ ଯୋରଦାର କରିଛନ୍ତି।