ନିର୍ବାଚନ ପ୍ରଚାର ଅବସରରେ ନବୀନ କହିଲେ ବୈଜୟନ୍ତ ବିଶ୍ବାସ ଘାତକ

Naveen called Baijayant ‘traitor’ during poll campaign in Odisha

 Published : ଓଡ଼ିଶା ସନ୍ ଟାଇମ୍ସ

/  

27-Apr-2019  

ନିର୍ବାଚନ ପ୍ରଚାର ଅବସରରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରି ବୈଜୟନ୍ତ ପଣ୍ଡାଙ୍କୁ ଜଣେ ବିଶ୍ବାସ ଘାତକ ବୋଲି ଅଭିହୀତ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅପ୍ରେଲ ୨୯ ତାରିଖରେ ହେବାକୁ ଥିବାରୁ ପ୍ରଚାର କଲାବେଳେ ସଭାପତି ଅଭିଯୋଗକରି କହିଛନ୍ତି ପୂର୍ବତନ ବିଜେଡି ସାଂସଦ ସଂସଦକୁ ଦୁଇଥର ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ରାପଡା ଲୋକଙ୍କ ସହିତ ବିଶ୍ବାସ ଘାତ କରିଛନ୍ତି।

Other News