ଓଡିଶାରେ ଜୁଲାଇ ୭ ରେ ଲଗାଯିବ ୫୦ ଲକ୍ଷ ଚାରା, ମୁଖ୍ୟମନ୍ତ୍ରୀ

Odisha to plant 50 lakh saplings on July 7

 Published : ଇଣ୍ଡିଆ ଟୁଡେ

/  

02-Jul-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ, ଜୁଲାଇ ୭ ତାରିଖରେ ବୃକ୍ଷ ରୋପଣ ଦିବସ ପାଳନ ଅବସରରେ ରାଜ୍ୟରେ ୫୦ ଲକ୍ଷ ଚାରା ରୋପଣ କରାଯିବ। ରାଜ୍ୟ ସରକାରଙ୍କର  ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ବନ ମହୋତ୍ସବ ପାଳନ ଅବସରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉପରୋକ୍ତ ମତବ୍ୟକ୍ତ କରିଥିଲେ।

Other News