ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଅନେକ ପ୍ରକଳ୍ପର ଉଦଘାଟନ କଲେ

CM unveiled bountiful projects in Sambalpur

 Published : ଓଡିଶା ପୋଷ୍ଟ

/  

23-Sep-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ଗୁଡିଏ ନୂତନ ପ୍ରକଳ୍ପର ଶୁଭଉଦଘାଟନ କରିଛନ୍ତି। ବୁର୍ଲାଠାରେ ନବନିର୍ମିତ ଡ. ଏ ପି ଜେ ଅବଦୁଲ କଲାମ ପ୍ଲାନେଟୋରିୟମକ ଏବଂ ପାର୍ଶ୍ବରେ ନିର୍ମିତ ଏକ ସାଇନ୍ସ ପାର୍କକୁ ଉଦଘାଟନ କରିଥିଲେ। ଏହାପରେ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର) କ୍ୟାମ୍ପସରେ ନୂତନ ହଷ୍ଟେଲ, ଲେକଚର ହଲ, ପରୀକ୍ଷା ହଲ, ଶିଶୁ ଭବନ ଏବଂ ଆହାର କେନ୍ଦ୍ରର ମଧ୍ୟ ଉଦଘାଟନ କରିଥିଲେ।

Other News