ଟ୍ରାନ୍ସଜେଣ୍ଡରଙ୍କ ନେତା, ମୀରା ପରିଡା ଦଳରେ ଯୋଗ ଦେଲେ

Transgender leader Meera Parida joined party

 Published : ଓଡ଼ିଶା ସନ୍ ଟାଇମ୍ସ

/  

17-Mar-2019  

ସମାଜ ସେବୀ ତଥା ଟ୍ରାନ୍ସଜେଣ୍ଡରଙ୍କ ନେତା, ମୀରା ପରିଡା, ତାଙ୍କର ଶତାଧିକ ସମର୍ଥକଙ୍କ ସହ ଦଳର ସଭାପତିଙ୍କ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ଦଳରେ ଯୋଗ ଦେଇଛନ୍ତି।

Other News