ଗ୍ରାମ୍ୟ ଉନ୍ନୟନ ଯୋଜନାର ସଫଳ ରୂପାୟନ ପାଇଁ ଜାତୀୟ ସ୍ତରରେ ଓଡ଼ିଶାକୁ ମିଳିଲା ୮ଟି ପୁରସ୍କାର

Odisha bags 8 awards for successful implementation of rural schemes

 Published : ଓଡ଼ିଶା ସନ୍ ଟାଇମ୍ସ

/  

12-Sep-2018  

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଓଡ଼ିଶା ପୁଣି ଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ ହୋଇଛି। ଏହାଛଡା ପିଏମଜିଏସୱାଇ, ଅନ୍ତୋଦୟ, ଜିବିକା ମିଶନ,ଏମଜିଏନଆରଇଜିଏ, ଗ୍ରାମ୍ୟ ସଂଯୋଗ ଓ ଗ୍ରୀନ ଟେକ୍ନେଲୋଜି ରାସ୍ତା ନିର୍ମାଣରେ ସଫଳତା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଦିଲ୍ଲୀ ବିଜ୍ଞାନ ଭବନରେ ଓଡ଼ିଶାକୁ ୮ ଟି ପୁରସ୍କାର ପ୍ରଦାନ କରିଛନ୍ତି।

Other News