ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ମନ୍ତ୍ରୀଙ୍କୁ ଚିଠି, ଭୁବନେଶ୍ବରରେ ଟାଟା ମେମୋରିଆଲ କ୍ୟାନସର ସେଣ୍ଟର ପ୍ରତିଷ୍ଠା କର

CM writes to PM to set up branch of Tata Memorial Cancer Centre in Bhubaneswar

 Published : ଓଡିଶା ସନ୍ ଟାଇମ୍ସ

/  

07-Sep-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି  ରାଜଧାନୀ ଭୁବନେଶ୍ବରରେ ଟାଟା ମେମୋରିଆଲ କ୍ୟାନସର ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଛନ୍ତି।

Other News