ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ତ୍ବରିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବୀକଲେ

Odisha CM urged PM to expedite formation of Mahanadi tribunal

 Published : ଓଟିଭି

/  

08-Nov-2017  

ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ  ପକ୍ରୀୟାକୁ ତ୍ବରିତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଠାରେ ଦାବୀ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ଯୋଗୁ, ପଡୋଶୀ ଛତିଶଗଡ ରାଜ୍ୟ ମହାନଦୀ ଉପରେ ୬ଟି ବ୍ୟାରେଜର ନିର୍ମାଣ କରିଚାଲିଛି ଯାହାକି ଓଡିଶାର ସ୍ବାର୍ଥ ହାନୀ କରିବା ସହିତ ଅଣ ମୌସୁମୀ ସମୟରେ ଜଳ ସଙ୍କଟ ସୃଷ୍ଟି କରୁଛି। 

Other News