ମୁଖ୍ୟମନ୍ତ୍ରୀ ଭୂମିହୀନଙ୍କୁ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କଲେ

CM gives land to homeless

 Published : ଓଡିଶାପୋଷ୍ଟ

/  

07-May-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ଛତ୍ରପୁର ଷ୍ଟାଡିୟମ ଠାରେ ୨୦୦୦ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଓଡିଶା ବାସୋପଯୋଗୀ ବସତି ମିଶନର ଶୁଭାରମ୍ଭ କିଛନ୍ତି। ଏହି ଯୋଜନାରେ ରାଜ୍ୟର ୧୦ ଲକ୍ଷ ବସ୍ତି ବାସିନ୍ଦା ଉପକୃତ ହେବେ।

Other News