ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି, ଜେଇ ମେନ୍ ଆଡଭାନ୍ସଡ଼ ରେଜିଷ୍ଟ୍ରେସନ ତାରିଖ ଘୁଞ୍ଚା

CM urged Union Min to extend registration date for JEE ( advanced )

 Published : ଓଡ଼ିଶା ସନ୍ ଟାଇମ୍ସ

/  

07-May-2019  

ଓଡ଼ିଶାରେ ଭୟାବହ ବାତ୍ୟା ଫନୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି, ତେଣୁ ଏହି ପରିପେକ୍ଷୀରେ ଜେଇ ମେନ୍ ଆଡଭାନ୍ସଡ଼ର ରେଜିଷ୍ଟ୍ରେସନ ତାରିଖ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭେଡକରଙ୍କୁ ପତ୍ର ଲେଖି ଦାବୀ କରିଛନ୍ତି।

Other News