ମହିଳା ସଂରକ୍ଷଣ ପ୍ରସ୍ତାବ ଉପରେ ପାୱାର ପରେ ଗୌଡଙ୍କ ସମର୍ଥନ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା

After Pawar, CM received Gowdas support over Women’s Reservation Bill

 Published : ଓଡିଶା ସନ୍ ଟାଇମ୍ସ

/  

11-Jan-2019  

ସଂସଦ ଓ ବିଧାନ ସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସ୍ତାବ ଉପରେ ଏନ୍ ସି ପି ର ସଭାପତି ଶ୍ରୀ ଶରଦ ପାୱରଙ୍କ ସମର୍ଥନ ମିଳିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ଜାତୀୟ ସଭାପତି ଶ୍ରୀ ଏଚ ଡି ଦେବେଗୌଡଙ୍କ ସମର୍ଥନ ମୁଖ୍ୟମନ୍ତ୍ରୀ ଶ୍ର ନବୀନ ପଟ୍ଟନାୟକଙ୍କୁ ମିଳିଛି।

Other News