ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ୨୦୧୮ ନଭେମ୍ବର ସୁଦ୍ଧା ଭୁବନେଶ୍ବରକୁ ୱାଇ- ଫାଇ ସହରରେ ପରିଣତ କର

CHIEF MINISTER WANTS CITY WI-FI-ENABLED BY NOV 2018

 Published : ପାଏନିଅର

/  

04-Mar-2017  

ଡିସେମ୍ବର ୨୦୧୮ରେ ଭୁବନେଶ୍ବରରେ ବିଶ୍ବକପ ହକି଼ ଅନୁଷ୍ଠିତ ହେବ, ତେଣୁ ଏହା ପୂର୍ବରୁ ଭୁବନେଶ୍ବରରେ ସ୍ମାର୍ଟ ସଲ୍ୟୁସନ ପ୍ରକଳ୍ପକୁ ସଫଳତାର ସହିତ କାର୍ଯ୍ୟକାରି କରାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ବକପ ହକି-୨୦୧୮ ଅନୁଷ୍ଠିତ ହେବା ପୂର୍ବରୁ ସହରକୁ ୨୪ ଘଣ୍ଟିଆ ୱାଇ-ଫାଇ ଇଣ୍ଟରନେଟ ସେବା ସୁବିଧା ମିଳିବାର ଆବଶ୍ୟକତା ରହିଛି। ତେଣୁ ୱାଇ-ଫାଇ, ଟ୍ରାଫିକ ପରିଚାଳନା, ପାର୍କଂ, ସାଧାରଣ ପରିବହନ କ୍ଷେତ୍ରରେ ବ୍ୟବହୃତ ଗାଡି ଗୁଡିକର ଟ୍ରାକିଂ , ଆପତଃ କାଳୀନ ପରିସ୍ଥିତିର ସୁ- ପରିଚାଳନା , ଇ-ଚାଲାଣ ଆଦି ବ୍ୟବସ୍ତା ପାଇଁ, ପ୍ରସ୍ତାବିତ ସ୍ମାର୍ଟ ସଲ୍ୟୁସନ ପ୍ରକଳ୍ପରେ ୫୫୦ କୋଟି ଟଙ୍କା ବିନିଯୋଗ କରାଯିବ। 

Other News