ଚଣ୍ଡିଖୋଲ ନିକଟରେ ହେବ ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟମ୍ପସ

Utkal University to get second campus near Chandikhole

 Published : ଓଡିଶା ସନ୍ ଟାଇମ୍ସ

/  

27-Jul-2017  

ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ନିକଟରେ ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା କରିବା ଲାଗି ଜମି ଚିହ୍ନଟ ପ୍ରକ୍ରିୟାକୁ ତ୍ବାରାନ୍ବୀତ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଦୁଇବର୍ଷ ତଳେ ବିଶ୍ବଦିଦ୍ୟାଳୟ ଛାତ୍ର ସଂସଦର ପ୍ରତିଷ୍ଠା ଦିବସରେ ପ୍ରତିଶୃତି ଦେଇଥିଲେ। ରାଜ୍ୟ ସରକାର ଚଣ୍ଡିଖୋଲଠାରୁ ୧୨ କିଲୋ ମିଟର ଦୂରସ୍ଥ ସିହା ପଞ୍ଚାୟତରେ ୬୬.୩୦ ଏକର ଜମି ଚିହ୍ନଟ କରିଛନ୍ତି। ସମୀକ୍ଷା ପାଇଁ ବିଶ୍ବ ବିଦ୍ୟାଳୟର ଏକ ଟିମ୍ ଆଜି ସମ୍ପୃକ୍ତ ଅଞ୍ଚଳ ଗସ୍ତ କରୁଛନ୍ତି।

Other News