ମୁଖ୍ୟମନ୍ତ୍ରୀ ଜି ଏସ ଟି କର୍ମଶାଳାକୁ ଉଦ୍ଘାଟନ କଲେ

CM inaugurates GST workshop

 Published : ଓଡିଶା ସନ୍ ଟାଇମ୍ସ

/  

17-May-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ ଦ୍ରବ୍ୟ ଓ ସେବା କର ( ଜି ଏସ୍ ଟି) ଉପରେ ବିଧାୟକ ମାନଙ୍କ ପାଇଁ ଅୟୋଜିତ କର୍ମଶାଳାକୁ ଆଜି ଉଦଘାଟନ କରିଛନ୍ତି।  ଦ୍ରବ୍ୟ ଓ ସେବା କର ଚିଠା ପ୍ରସ୍ତାବକୁ ବିଧାନ ସଭାରେ ଅନୁମୋଦନ କରିବା ପାଇଁ ବିଧାନ ସଭାର ସ୍ବତନ୍ତ୍ର ଅଧିବେଶନ ଡକାଯିବାର ବ୍ୟବସ୍ତା ରହିଛି। ତେଣୁ  ଏହି ଅଧିବେଶନ ପୂର୍ବରୁ ବିଧାୟକ ମାନଙ୍କୁ ଏହି ଚିଠା ପ୍ରସ୍ତାବର  ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ପାଇଁ ରାଜ୍ୟ ଅର୍ଥ ବିଭାଗ ଓ ବିଧାନ ସଭା ସଚିବାଳୟ ପକ୍ଷରୁ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା ।

Other News