Published : ଓଡ଼ିଶା ସନ୍ ଟାଇମ୍ସ
/25-Mar-2019
ନିର୍ବାଚନ ଆଚରଣ ବିଧି ଲାଗୁ ହେଲେ ମଧ୍ୟ ଚାଷୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିବାରେ କୌଣସି ଅସୁବିଧା ହେବ ନାହିଁ ଦଳ ପୂର୍ବରୁ କହିଥିବା ବେଳେ ଏବେ ଏହି ସହୟତା ପ୍ରଦାନ କରିବାରେ ବାଧକ ସୃଷ୍ଟି ହୋଇଛି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି, ବିଜେପି ଚାପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାଳିଆ ସହାୟତା ବାଣ୍ଟିବାକୁ ରାଜ୍ୟ ସରକାରଙ୍କୁ ଅନୁମତି ଦିଆଯାଉନାହିଁ।