Published : ଟାଇମ୍ସ ଅଫ ଇଣ୍ଡିଆ
08-Aug-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪୧ ଟି ସେଚ ପ୍ରକଳ୍ପର ଉଦଘାଟନ କରିଛନ୍ତି ଯାହାକି ୯ ଟି ଜିଲ୍ଲାର ୫୦,୦୦୦ ହେକ୍ଟର ଚାଷ ଜମିକୁ ଜଳ ଯୋଗାଇବ।