ମୁଖ୍ୟମନ୍ତ୍ରୀ ଚାହାନ୍ତି ଜଙ୍ଗଲ ଅଧିକାର ଆଇନରେ ସଂଶୋଧନ ହେଉ

CM seeks amendments in the Forest Rights Act

 Published : ଟାଇମ୍ସ ଅଫ ଇଣ୍ଡିଆ

/  

15-Jun-2017  

ଜଙ୍ଗଲ ଅଧିକାର ଆଇନରେ ସଂଶୋଧନ କରାଗଲେ ଆଦିବାସୀଙ୍କ ସମେତ ପାରମ୍ପାରୀକ ଭାବେ ଜଙ୍ଗଲରେ ବାସ କରିଆସୁଥିବା ବନବାସୀ ମାନେ ଜଙ୍ଗଲ ଅଧିକାର ଆଇନର ସୁବିଧା ପାଇବେ ।  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ପତ୍ରଲେଖି ଜଙ୍ଗଲ ଆଇନର ସଂଶୋଧନ କରିବାପାଇଁ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି। ଆଇନ ସଂଶୋଧନ ହେଲେ ପାରମ୍ପରୀକଭାବେ ଜଙ୍ଗଲରେ ବାସକରୁଥିବା ହରିଜନ ଓ ଅନ୍ୟ ପଛୁଆ ଜାତିର ଲୋକେ ଜଙ୍ଗଲ ଆଇନର ସୁବିଧା ପାଇପାରିବେ।

Other News