ଗ୍ରାମାଞ୍ଚଳ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଲୋକଙ୍କ ଭରଷାକୁ ଜିତିବା ପାଇଁ କାର୍ଯ୍ୟକର

CM tells rural leaders, work to retain faith of people,

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେଡିର  ଗ୍ରାମାଞ୍ଚଳ ନେତାଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଲୋକଙ୍କ ବିଶ୍ବାସ ଜିଣିବା ପାଇଁ କଠିନ ପରିଶ୍ରମ କର l ମୁଖ୍ୟମନ୍ତ୍ରୀ  ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାର ବିଜେଡ଼ି ନିର୍ବାଚନ ଫଳା ଫଳ ସମ୍ପର୍କରେ ସମୀକ୍ଷା କରିଥିଲେ l

Other News