ମୁଖ୍ୟମନ୍ତ୍ରୀ ବୃହତ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ପ୍ରକଳ୍ପର ଶୁଭଦେଲେ

CM laid stone for mega drinking water supply project Basudha

 Published : ଓଡ଼ିଶା ସନ୍ ଟାଇମ୍ସ

/  

22-Nov-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଗୋମୁଣ୍ଡିଆଠାରେ ପ୍ରସ୍ତାବିତ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବସୁଧାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।  ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ୧୮୩ କୋଟି ଟଙ୍କା ବ୍ୟୟରେ ହେବାକୁଥିବା ଏହି ପ୍ରକଳ୍ପ ପୁରୀ ଓ ଗଞ୍ଜାମ ଜିଲ୍ଲାର ୧୪୭ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇବ।

Other News