କିରାସିନି କୋଟା ବୃଦ୍ଧି ପାଇଁ ବିଜେଡି, ରାଷ୍ଟ୍ରପତିଙ୍କ ସହାୟତା ଲୋଡିଲା

BJD seeks President help to restore kerosene quota

 Published : ପାଏନିୟର

/  

11-Apr-2017  

ଓଡିଶାକୁ ଆ‍ବଶ୍ୟକ ପରିମାଣରେ କିରାସିନି କୋଟା ଯୋଗାଇ ଦେବା ପାଇଁ ବିଜୁ ଜନତା ଦଳ ଶେଷରେ ରାଷ୍ଟ୍ରପତିଙ୍କ ସହାୟତା ଲୋଡିଛି।  କେନ୍ଦ୍ର ସରକାର ରାଜ୍ୟକୁ କିରାସିନି କୋଟା ହ୍ରାସ କରିବା ପ୍ରତିବାଦକରି  ବିଜୁ ଯୁବ ଜନତା ଦଳର ସଦସ୍ୟ ଓ ସମର୍ଥକ ମାନେ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ସଂଜୟ ଦାସବର୍ମା ଙ୍କ ନେତୃତ୍ବରେ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ରାଜଭବନ ନିକଟରେ ପହଞ୍ଚି ବିକ୍ଷୋଭ ପଦର୍ଶନ କରିଥିଲେ। ଓଡିଶାକୁ ଆବଶ୍ୟକ ପରିମାଣରେ  କିରାସିନି ଯୋଗାଇ ଦେବା ଦାବୀକରି ରାଷ୍ଟ୍ରପତିଙ୍କ ଶ୍ରୀ ପ୍ରଣବ ମୁଖାଜ୍ଜୀଙ୍କ ଉଦେଶ୍ୟରେ ଦଳ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା

Other News