ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପଟ୍ଟନାୟକଙ୍କ ନାମ ତୃତୀୟରେ

Naveen Patnaik among top 3 performing CMs in India: Survey

 Published : ଓଡ଼ିଶା ବାଇଟ୍

/  

24-Mar-2019  

           ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମାନଙ୍କ ତାଲିକାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନାମ ତୃତୀୟ ସ୍ଥାନରେ ରହିଛି ବୋଲି ଏକ ସର୍ଭେରୁ ଜଣାପଡିଛି। ସିଭୋଟର ଦ୍ବାରା ଜାତୀୟ ସ୍ତରରେ ରାଜ୍ୟ ଗୁଡିକର କରାଯାଇଥିବା ଜନମତ ସର୍ଭେ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମ ତୃତୀୟ ସ୍ଥାନରେ ରହିଥିବା ବେଳେ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଶ୍ରୀ କେ. ଚନ୍ଦ୍ରଶେଖର ରାଓ ଓ ଦ୍ବିତୀୟ ସ୍ଥାନରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର ରହିଛନ୍ତି।

Other News