କାଳିଆ ଯୋଜନା ସମ୍ପର୍କରେ ଜନ ସଚେତନତା ପାଇଁ କାଳିଆ ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

CM flagged off ‘KALIA RATH’ to popularize scheme

 Published : ଓଡ଼ିଶା ସନ୍ ଟାଇମ୍ସ

/  

02-Feb-2019  

କାଳିଆ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ “କାଳିଆ ରଥ” ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ରଥ ରାଜ୍ୟର ସମସ୍ତ ପଞ୍ଚାୟତକୁ ଯାଇ ଜନସାଧାରଣଙ୍କ ମଧ୍ୟରେ କାଳିଆ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟିକରିବ।

Other News