କିଲୋ ମିଟର ଖୁଣ୍ଟରେ ଓଡିଆ ଭାଷାର ଲେଖାଯାଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବାଦ

C M objects non-inscription of Odia on kilometer stones

 Published : ଟାଇମ୍ସ ଅଫ ଇଣ୍ଡିଆ

/  

05-May-2017  

ଓଡିଶାରେ ଥିବା ଜାତୀୟ ରାଜପଥ ପାଶ୍ବରେ ଥିବା କିଲୋ ମିଟର ଖୁଣ୍ଟ ଗୁଡିକରେ ଦୂରତ୍ବ ସୂଚନା ଓଡିଆ ଭାଷାରେ ଲେଖା ଯାଉନଥିବା କେନ୍ଦ୍ରୀୟ ନିଷ୍ପତ୍ତିକୁ ରାଜ୍ୟ ସରକାର ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ପତ୍ର ଲେଖି  ଏଥିନେଇ ଉଦ୍ ବେଗ ପ୍ରକାଶ କରିଛନ୍ତି। 

Other News