ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ କଲେ ଅନେକ ଶିଳ୍ପ, ସୃଷ୍ଟିହେବ ୩୫୦୦ ନିଯୁକ୍ତିର ସୁଯୋଗ

CM inaugurated slew of industrial projects; 3500 jobs to be created

 Published : ଓଡ଼ିଶା ସନ୍ ଟାଇମ୍ସ

/  

19-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪ ଟି ନୂତନ ଶିଳ୍ପର ଉଦଘାଟନ କରିବା ସହିତ ୧୪ ଟି ଶିଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସବୁ ଶିଳ୍ପରେ ମୋଟ୨୧୯୬ କୋଟି ଟଙ୍କା ବିନିଯୋଗ ହେବ। ସେହି ସବୁ ଶିଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୪୬୫ ନିଯୁକ୍ତିର ସୁଯୋଗ ସୃଷ୍ଟିହେବ।

Other News