ପୁରୀ ବାତ୍ୟା ବିପନ୍ନଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

CM announced relief package for Cyclone ‘FANI’-battered Puri

 Published : ଓଡ଼ିଶା ସନ୍ ଟାଇମ୍ସ

/  

15-May-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାତ୍ୟା ବିପନ୍ନ ପୁରୀ ଜିଲ୍ଲା ରିଲିଫ ଓ ପୁର୍ନଃନିର୍ମାଣ କାର୍ଯ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ପୁରୀ ଜିଲ୍ଳାପାଳ ବଲୱନ୍ତ ସିଂହ ଏବଂ ଏସ ପି ଉମାଶଙ୍କର ଦାଶଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ। ସମାକ୍ଷା ପରେ ମୁଖ୍ୟମନ୍ତ୍ରୀ ବାତ୍ୟା ବିପନ୍ନ  ପରିବାରଙ୍କ ପାଇଁ ୫୦ କେଜି ଚାଉଳ ଓ ମାଗଣାରେ.୨.୫ ଲିଟର କିରୋସିନି ତେଲ ପ୍ରତି ୧୦ ଦିନ ପାଇଁ ଏବଂ ୧୦ ଲକ୍ଷ ମହମବତୀ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ ଲାଇନ୍ ଆସିବା ପର୍ଯ୍ୟନ୍ତ ମାଗଣା ତେଲ ପ୍ରଦାନ କରାଯିବ।

Other News