ଦଳର ଅଭିଯୋଗ: ବୈଜୟନ୍ତ ପଣ୍ଡାଙ୍କ ସହକାରୀ ମାନଙ୍କ ଦ୍ବାରା କେନ୍ଦ୍ରାପଡାରେ ଟଙ୍କା ବାଣ୍ଟାଯାଉଛି

Dal alleged cash distribution by Baijayant Panda aides in Kendrapada

 Published : ଓଡ଼ିଶା ସନ୍ ଟାଇମ୍ସ

/  

27-Apr-2019  

ଦଳର ଏକ ପ୍ରତିନିଧି ଦଳ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗକରି କହିଛନ୍ତି, ବୈଜନ୍ତ ପଣ୍ଡାଙ୍କ ସହାୟକ ମାନେ ଅପ୍ରେଲ ୨୯ ତାରିଖ ନିର୍ବାଚନ ପାଇଁ ଭୋଟର ମାନଙ୍କୁ ପ୍ରଭାବୀତ କରିବା ପାଇଁ ଟଙ୍କା ବାଣ୍ଟୁଛନ୍ତି। ଦଳ ପକ୍ଷରୁ ଦିଆଯାଇଥିବା ଏକ ଲିଖିତ ଅଭିଯୋଗରେ କୁହାଯାଇଛି, ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥି ବୈଜୟନ୍ତ ପଣ୍ଡା ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ସହାୟକ ମାନଙ୍କ ସହାୟତାରେ ଟଙ୍କା ବାଣ୍ଟି ନିର୍ବାଚନର ପବିତ୍ରତାକୁ ନଷ୍ଟ କରୁଛନ୍ତି।  

Other News