Published : ଓଟିଭି
/23-Dec-2017
ଗ୍ରାମାଞ୍ଚଳରେ ଆମ୍ବୁଲାନ୍ସ ସେବାକୁ ସୁନିଶ୍ଚିତ କରିବାପାଇଁ ବର୍ତ୍ତମାନ ସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସ ଗାଡି ସହିତ ଆଉ ୯୨ ଟି ଜୀବନରକ୍ଷା ଗାଡି ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପରିବହନ ଭବନଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ପତାକା ଦେଖାଇ ନୂତନ ଗାଡି ଗୁଡିକ ରୋଗୀଙ୍କୁ ସେବା ଯୋଗାଇ ଦେବାପାଇଁ ଆଗକୁ ବଢିବାକୁ ନିର୍ଦ୍ଦେଶ ଦେଇଥିଲେ।