କାଳିଆ ଯୋଜନା ଚାଷୀଙ୍କ ବିକାଶ କ୍ଷେତ୍ରରେ ନୂଆ ମାନଦଣ୍ଡ ମୁଖ୍ୟମନ୍ତ୍ରୀ

KALIA scheme setting benchmarks: CM

 Published : ଓଡ଼ିଶା ସନ୍ ଟାଇମ୍ସ

/  

07-Feb-2019  

ଦେଶରେ ଓଡ଼ିଶା ଏକ ମାତ୍ର ରାଜ୍ୟ ଯେଉଁଠି କାଳିଆ ଯୋଜନା ମାଧ୍ୟମରେ  ଚାଷୀଙ୍କ ଆୟକୁ ଦୁଇଗୁଣିତ କରିବା ସହିତ ରାଜ୍ୟର ଅଥନୈତିକ ବିକାଶ କ୍ଷେତ୍ରରେ ସାକାରତ୍ମକ ପରିସ୍ଥିତି ସୃଷ୍ଟି କରିବା ସମ୍ଭବପର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ବାରା ଆରମ୍ଭ କରାଯାଇଥିବା ଏହି ଯୋଜନା ସମାଲୋଚକ ମାନଙ୍କୁ ଚୁପ କରାଇ ଦେଇ ପାରିଛି।

Other News