Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/14-Dec-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ କମ୍ ଶିଳ୍ପଥିବା ଜିଲ୍ଲାମାନଙ୍କୁ ଗୁରୁତ୍ବ ପ୍ରଦାନକରି ସେହି ସବୁ ଜିଲ୍ଲାମାଙ୍କରେ ଶିଳ୍ପର ବିକାଶ ପାଇଁ ଭିତ୍ତିଭୂମିର ବିକାଶ କରାଯିବ।ଭିଜନ-୨୦୨୫ ଅନୁଯାଇ ରାଜ୍ୟରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ବିନିଯୋଗର ଲକ୍ଷ୍ୟ ରଖାଯାଇଥିବା ବେଳେ ୩୦ ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟିହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ପୁଞ୍ଜି ନିବେଶ କ୍ଷେତ୍ରରେ ଦେଶରେ ଶ୍ରେଷ୍ଠ ୩ଟି ରାଜ୍ୟଙ୍କ ମଧ୍ୟରେ ଓଡିଶା ସର୍ବଦା ରହିଆସିଛି।