କମିସନରେଟ୍ ପୁଲିସ ପାଳନକଲା ନବମ ପ୍ରତିଷ୍ଠା ଦିବସ

Commissionerate Police observes 9th Raising Day

 Published : ଓଡିଶା ପୋଷ୍ଟ

/  

11-Jan-2017  

କମିସନରେଟ୍ ପୁଲିସ ତାର ନବମ ପ୍ରତିଷ୍ଠା ଦିବସର ପରେଡକୁ ଓ ଏସ ଏ ପି ସପ୍ତମ ବାଟାଲିଅନ୍ ପଡିଆରେ ପାଳନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଦୈତ ନଗରିରେ କମିସନରେଟ ପୁଲିସ ସଫଳତା ପାଇଁ ସେ ଭୂୟସୀ ପ୍ରଶଂସା କରିଥିଲେ। ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୁରଣ କରିବା ସହିତ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ ଓ ସେବା କାର୍ଯ୍ୟ କରି ଜନସାଧାରଣଙ୍କ ଅଧିକ ବିଶ୍ବାସ ଭାଜନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ଡିଜିପି କେ ବି ସିଂହ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିଲେ।

Other News