ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ ହେଲା ଜନସମ୍ପର୍କ ପଦଯାତ୍ରା

CM flagged off Jana Sampark Padayatra

 Published : ଓଡିଶା ବାଇଟିସ୍

/  

03-Oct-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ମହିଷାଖାଲଠାରେ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି କହିଥିଲେ ଦାରିଦ୍ର୍ୟ ହ୍ରାସ କରିବା କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରଜ୍ୟରେ ପରିଣତ ହେଇସାରିଥିବା ବେଳେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବେଶ୍ ସଫଳତା ହାସଲ କରିପାରିଛି। ରାଜ୍ୟ ସରକାର ସୁ ଶାସନ ପ୍ରଦାନ କରିଚାଲିଥିବା ବେଳେ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଲଗାତର ଉଦ୍ୟମ କରିଚାଲିଛନ୍ତି।

Other News