ମହାନଦୀ ପ୍ରସଙ୍ଗରେ କେନ୍ଦ୍ରର ଏକ୍ସପର୍ଟ ପ୍ୟାନେଲ ପ୍ରସ୍ତାବକୁ ମୂଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟାଖ୍ୟାନ

Mahanadi row CM rejects Centres proposal for an expert panel

ଛତିଶଗଡ ସରକାରଙ୍କଦ୍ବାରା ନିୟମ ଉଲଙ୍ଘନ କରାଯାଇ ଯେପରି ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରାଯାଉଛି, ସେହି କାର୍ଯ୍ୟକୁ କେନ୍ଦ୍ରର ଏକ୍ସପର୍ଟ ପ୍ୟାନେଲ ଦ୍ବାରା ପରୀକ୍ଷା ନିରିକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ କଡା ଆଭିମୁଖ୍ୟ ଗ୍ରହଣର କରି କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଯେ, ଓଡିଶାର ସ୍ବାର୍ଥରକ୍ଷା ପାଇଁ ରାଜ୍ୟସରକାର ସମସ୍ତ ପ୍ରକାର ପ୍ରଶାସନିକ ଓ ଆଇନଗତ ସହାୟତା ନେବାଇବାକୁ ପଛଇବେ ନାହିଁ। ଛତିଶଗଡ ସରକାର ଯେପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ ବନ୍ଦ ନକରିଛନ୍ତି ସେ ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି

Other News