ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ତାମିଲନାଡୁର ନିବେଶଙ୍କୁ ଆହ୍ବାନ

Odisha woos Tamil Nadu based investors

 Published : ଦି ହିନ୍ଦୁ

/  

26-Sep-2018  

ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ତାମିଲନାଡୁର ଚେନ୍ନାଇଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ରୋଡ ଶୋର କରାଯାଇଥିଲା। ଏଥିରେ ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଏହି ରୋଡ ଶୋ ଓଡିଶା ସରକାର ଓ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଘ (ଫିକି) ସହଯୋଗରେ ଆୟୋଜିତ ହୋଇଥିଲା। ଏହି ରୋଡ ଶୋ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା କ୍ଷୋତ୍ରରେ ଓଡ଼ିଶାରେ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ପୁଞ୍ଜି ନିବେଶକାରୀଙ୍କୁ ଅବଗତ କରାଯାଇଥିଲା।

Other News