ଦଳ ପକ୍ଷରୁ ପ୍ରାର୍ଥିଙ୍କ ନାମ ଖୁବ୍ ଶିଘ୍ର ଘୋଷଣା କରାଯିବ

Party to announce name of candidates very soon

 Published : ଓନିଶା ସନ୍ ଟାଇମ୍ସ

/  

11-Mar-2019  

ଦଳପକ୍ଷରୁ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିଙ୍କ ନାମ ଖୁବ୍ ଶିଘ୍ର ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସଭାପତି କହିଛନ୍ତି ସବୁ ଠିକ୍ ଠାକ ଭାବେ ଚାଲିଛି। ପ୍ରାର୍ଥି ଚୟନ କାର୍ଯ୍ୟ ଚାଲିଛି। ଚୁଡାନ୍ତ ହେବା ପରେ ଘୋଷଣା କରାଯିବ।

Other News