ଓଡ଼ିଶାକୁ ଅବହେଳା, କେନ୍ଦ୍ରର ସଫଳ କାହାଣୀ : ମୁଖ୍ୟମନ୍ତ୍ରୀ

Odishas neglect, Centres success story: CM

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳର ୨୧ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରୁଥିବା ବିଜେପି ନେତୃତ୍ବରେ ଚାଲିଥିବା କେନ୍ଦ୍ର ସରକାରଙ୍କ ଉପରେ ନିଜ ସ୍ବରକୁ ଅଧିକ ଶାଣିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି “ ମୋତେ (ଓଡ଼ିଶା) ଆର୍ଥିକ ସ୍ବାୟତ୍ତତା ଦିଅ, ମୋତେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା କିମ୍ବା କେନ୍ଦ୍ରୀୟ ସହାୟତାର ଆବଶ୍ୟକତା ପଡିବ ନାହିଁ। ଓଡ଼ିଶାର ବିକାଶ ମୁଁ ନିଜେ କରିପାରିବି।”

Other News