ମୁଖ୍ୟମନ୍ତ୍ରୀ ଷ୍ଟାର୍ଟଅଫ ଓଡିଶା ହେଲ୍ପ ଲାଇନର ଶୁଭାରମ୍ଭ କଲେ

CM Launches Startup Odisha Helpline

 Published : ଓଡିଶାଟିଭି

/  

01-Mar-2017  

ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟିକରିବା ପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟଅଫ୍ ହେଲ୍ପ ଲାଇନର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ରାଜ୍ୟ ସରକାରଙ୍କର ଏମ୍ ଏସ ଏମ ଇ ବିଭାଗ ଭାରତ ସରକାରଙ୍କର ଇନଭେଷ୍ଟ ଇଣ୍ଡିଆ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି।

Other News