ରେଳ ପ୍ରକଳ୍ପ ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରକୁ ଚିଠି

CM wrote to centre for rail connectivity projects

ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି-ଗୋରୁମହିଷାଣୀ ଏବଂ ଝାଡଖଣ୍ଡ ଓ ଓଡ଼ିଶା ମଧ୍ୟରେ ବୁଢାମରା-କୁଳିଆ ମଧ୍ୟରେ ରେଳ ପଥ ନିର୍ମାଣ ପାଇଁ ତୁରନ୍ତ ମଞ୍ଜୁର ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କୁ  ପତ୍ର ଲେଖିଛନ୍ତି। ଓଡ଼ିଶାର ମୟୁରଭଞ୍ଜ ପ୍ରଥମ ପ୍ରକଳ୍ପ ହୋଇଥିଲାବେଳେ ଝାଡଖଣ୍ଡ ହେଉଛି ଦ୍ବିତୀୟ ପ୍ରକଳ୍ପ। ଏହି ରେଳ ପଥ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ବିନାମୂଲ୍ୟରେ ଜମି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଛନ୍ତି।

Other News