ବିଧାନ ସଭାର ବାଚସ୍ପତି ଭାବେ ପ୍ରଦୀପ ଅମାତ ଙ୍କ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ

Amat begins second innings as Odisha Assembly Speaker

 Published : ଓଡିଶା ସନ ଟାଇମସ

/  

16-May-2017  

ପୂର୍ବତନ ଅର୍ଥ ମନ୍ତ୍ରୀ  ଶ୍ରୀ ପ୍ରଦୀପ କୁମାର ଆମତ ଆଜି ସର୍ବସମ୍ମତି କ୍ରମେ ଓଡିଶା ବିଧାନ ସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି l ବିଧାନ ସଭାର ବାଚସ୍ପତି ହେବା ଶ୍ରୀ  ଅମାତ ଙ୍କ ଏହା ହାଉଛି ଦ୍ଵିତୀୟ ପର୍ଯ୍ୟାୟ l  ଏଥି ପୂର୍ବରୁ ସେ ୨୦୦୯ ରୁ ୨୦୧୪ ପର୍ଜନ୍ତ ସେ ବିଧାନ ସଭାର ବାଚସ୍ପତି ଥିଲେ l

Other News