Published : ଓଡିଶା ସନ୍ ଟାଇମ୍ସ
/20-Apr-2018
ଭୁବନେଶ୍ବର ସହର ବାସୀଙ୍କ ପାଇଁ ଶୁଭ ଖବର ଆସନ୍ତା ନଭେମ୍ବର ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ମେନ୍ସ ହକି ୱାଲ୍ଡ କପ ପୂର୍ବରୁ ସମଗ୍ର ସହରକୁ ୱାଇ- ଫି ନେଟୱାର୍କ ସହ ସଂଯୋଗ କରାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏଥିପାଇଁ ମଞ୍ଜରୁ ପ୍ରଦାନ କରିଛନ୍ତି।