Published : ଟାଇମ୍ସ ଅଫ ଇଣ୍ଡିଆ
/14-Mar-2019
୨୦୧୪ ନିର୍ବାଚନରେ ରାଜ୍ୟର ଅନୁସୂଚିତ ଜନଜାତି ଅଞ୍ଚଳରେ ମୋଟ ୩୩ ଟି ବିଧାନସଭା ଆସନରୁ ୨୪ ଟି ଆସନରେ ଦଳ ପାଇଥିଲା ବେଳେ ଆସନ୍ତା ନିର୍ବାଚନରେ ସେହି ସବୁ ଅଞ୍ଚଳ ଗୁଡିକ ଉପରେ ଦଳ ଏଥର ଆଖି ରଖିଛି। ଏହି ନିର୍ବାଚନରେ ଦଳ ସେହିସବୁ ଅଞ୍ଚଳରେ ଅଧିକ ଆସନ ପାଇବ କିମ୍ବା ପୂର୍ବ ସଂଖ୍ୟା ବଜାଏ ରଖିବ ବୋଲି ଦଳ ଆଶାକରିଛି।