ରାଜ୍ୟର ୧୪୭ ଟି ଆଶ୍ରମ ସ୍କୁଲରେ ଆଲୋକ ପାଇଁ ବସାଯିବ ସୌର ଶକ୍ତି ପ୍ରକଳ୍ପ

Solar power to light 147 ashram schools in state

 Published : ଓଡିଶାପୋଷ୍ଟ

/  

07-Feb-2017  

ରାଜ୍ୟରେ ହରିଜନ ଓ ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଥିବା ୧୪୭ ଟି  ଆଶ୍ରମ ସ୍କୁଲରେ ଆଲୋକ ଯୋଗାଣ ପାଇଁ  ସେହିସବୁ ସ୍କୁଲମାନଙ୍କରେ ଚଳିତବର୍ଷ ଶେଷ ସୁଦ୍ଧା ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଟା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କର ବିଞ୍ଜାନ ଓ କାରିଗରୀ ବିଭାଗର ସୂଚନା ଅନୁଯାୟୀ ଓରିଡା  ଏହି ପ୍ରକଳ୍ପ  ପ୍ରତିଷ୍ଠା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Other News