ନୂଆ ବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀ ମନ୍ଦିରରେ ପତିତପାବନଙ୍କୁ ଦର୍ଶନ କଲେ

CM visited Srimandir in Puri on New Year

 Published : ଓଡ଼ିଶା ସନ୍ ଟାଇମ୍ସ

/  

01-Jan-2019  

ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀପତିତପାବନଙ୍କୁ ଦର୍ଶନ କରିବା ସହିତ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିଛନ୍ତି। ଏଥି ସହିତ ରାଜ୍ୟ ବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ବୋଲି ସିଂହ ଦ୍ବାରଠାରେ ସାମ୍ବାଦିକ ମାନଙ୍କୁ ସେ କହିଛନ୍ତି      

Other News