Published : ଓଡିଶା ସନ୍ ଟାଇମ୍ସ
25-Oct-2017
ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମରୁଡି ଯୋଗୁ ହୋଇଥିବା ଫସଲ ହାନି ପାଇଁ ଓଡିଶା ସରକାର ମରୁଡି ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ଘୋଷିତ ପ୍ୟାକେଜ ସମ୍ପର୍କରେ ଜନସାଧାରଣଙ୍କ ଜାଣିବା ପାଇଁ ୭ ଟି ଗୁରୁତ୍ବପୂର୍ଣ୍ଣ ବିଷୟ ଏଥି ସହିତ ସଂଯୁକ୍ତ।