ଓଡ଼ିଶା ସରକାରଙ୍କ ସାର୍ବଜନୀନ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହେଲା କ୍ୟାପିଟାଲ ହସପିଟାଲରେ

Odisha govts universal health coverage kick launched at Capital Hospital

 Published : ଓଡ଼ିଶା ସନ୍ ଟାଇମ୍ସ

/  

15-Aug-2018  

ଓଡ଼ିଶା ସରକାରଙ୍କ ସାର୍ବଜନୀନ ସ୍ବାସ୍ଥ୍ୟ କଲ୍ୟାଣ “ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା”କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସପିଟାଲ ଠାରେ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥି ସହିତ ହେଲ୍ପ ଡେକ୍ସ, ଯୋଜନାର ଲୋଗୋ ଉନ୍ମୋଚନ କରିବା ସହିତ ଉପଭୋକ୍ତା ମାନଙ୍କୁ ବିଜୁ କଲ୍ୟାଣ ଯୋଜନାର କାର୍ଡ ବାଣ୍ଟିଥିଲେ

Other News